ଦୁନିଆରେ ପ୍ରତି 11 ମିନିଟ୍ ରେ ଜଣେ ମହିଳା ତଥା ଝିଅଙ୍କୁ ହତ୍ୟା କରାଯାଉଛି । ଆଉ ହତ୍ୟାକାରୀ କେହି ପର ନୁହେଁ ନିଜ ପ୍ରେମିକ କିମ୍ବା ପରିବାର ଲୋକେ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଜାତିସଂଘ ମହାସିବ ଆଣ୍ଟୋନିଏ ଗୁଟେରସ୍ । ଦିଲ୍ଲୀର ଶ୍ରଦ୍ଧା ୱାକରଙ୍କ ହତ୍ୟା ପୁରା ଦେଶକୁ ସ୍ତବ୍ଧ କରିଥିବାବେଳେ ଜାତିସଙ୍ଘର ଏହି ତଥ୍ୟା ସମସ୍ତଙ୍କୁ ଚକିତ କରିଛି ।
#delhi #shraddha #case #Report #girls #ArgusNews