#ମାଉଣ୍ଟ୍_ୟୁନମ୍_ଶିଖରରେ_ଉଡିଲା_ଜଗାର_ବାନା
ଓଡ଼ିଶାର ଯୁବ ପର୍ବତାରୋହୀ ଚିନ୍ମୟ ମହାରଣା ନିକଟରେ ହିମାଞ୍ଚଳପ୍ରଦେଶର ମାଉଣ୍ଟ୍ ୟୁନମ୍ ଶିଖର ଚଢିଛନ୍ତି । ୟୁନମ୍ ପାହାଡର ୬ହଜାର ୧୧୧ ମିଟର ଉଚ୍ଚତାର ଶୃଙ୍ଗକୁ ସଫଳତାର ସହ ଚଢି ସେଠାରେ ସେ ପ୍ରଭୂ ଜଗନ୍ନାଥଙ୍କ ନୀଳଚକ୍ର ବାନା ଉଡାଇଥିଲେ ।
#himachalpardesh #jagannath #MountYunum #chinmayamoharana #Odisha #ArgusNews