ସୋସିଆଲ ମିଡିଆରେ ମାଙ୍କଡ ମାନଙ୍କର ଏମିତି କିଛି ଭିଡିଓ ଦେଖିବାକୁ ମିଳେ ଯାହାକୁ ଦେଖିଲେ ନହସି ରହିପାରିବେନି । ତା ଭିତରୁ ଇଏ ଗୋଟିଏ ଭିଡିଓ । ଦେଖୁ ନାହାନ୍ତି କେମିତି ମାଙ୍କଡଟି ଏ ପାଚେରୀରୁ ସେ ପାଚେରୀ ଯାଉଛି । ଏମିତି ହଇରାଣ କରୁଛି ଯେଉଁଥିପାଇଁ ଏହି ଯୁବକଟି ତାକୁ ଟେକା ଫିଙ୍ଗି ଘଉଡେଇବାକୁ ଚେଷ୍ଟା କରୁଛି । ହେଲେ ମାଙ୍କଡ ବି ଭାରି ଚାଲାକ । ସେ କଣ ଟେକା ପକାଇବ ତା ଆଗରୁ ଏ ମାଙ୍କଡଟି ଯୁବକ ଉପରେ ଫକ୍ କରି ଡେଇଁ ପଡୁଛି ।
#viralvideo #monkey #youngman #ArgusNews