କାଶ୍ମୀର ଉପତ୍ୟକାକୁ ଲହୁଲୁହାଣ କରି ନୀରିହ ଲୋକଙ୍କୁ ମାରୁଥିବା ପାକିସ୍ତାନ ସମର୍ଥିତ ଓ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ଏଠାରେ ତାର ଶେଷ ନିଶ୍ୱାସ ଗଣୁଛି । କାଶ୍ମୀର ଉପତ୍ୟକାରେ ସୁରକ୍ଷାବଳ ମାନଙ୍କର ଘେରାବନ୍ଦୀ ଓ କାଶ୍ମୀରୀ ମାନଙ୍କର ସମର୍ଥନ ବିପୁଳ ଭାବେ ହ୍ରାସ ପାଇବା କାରଣରୁ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ଏପରି ସ୍ଥିତି ହେବାକୁ ବସିଛି ।
#jammukashmir #terror #attack #ArgusNews