#ଢକ_ଢକ_କରି_ପେଟକୁ_ଯାଉଛି_ମୃତ୍ୟୁର_ମଦ
#ମାତ୍ର_୨_ମିନିଟରେ_ସରିଯାଉଛି_ବୋତଲ
ପଇସା ଲୋଭ ମଣିଷକୁ କେତେବେଳେ ଯେ, କ'ଣ କରିବ ସେ କଥା କେହି ବୁଝିପାରନ୍ତି ନାହିଁ । କଥାରେ ଅଛି ଲୋଭ ମଣିଷର ଜୀବନ ନେବାକୁ ସବୁଠାରୁ ଛୋଟ ବିକଳ୍ପ । ସୋଶିଆଲ ମିଡଆରେ ଭାଇରାଲ ହେଉଥିବା ଏ ଭିଡିଓ ବି ଠିକ ସେଇ କଥା କୋହୁଛି । ମଦ ପିଇବାର ଚାଲେଞ୍ଜ ଏଠି ଜୀବନ ନେଇ ଯାଉଛି, ମାତ୍ର ୨ ମିନିଟରେ ।
#drinking #Wine #viralvideo #Odisha #ArgusNews