#ମାନବିକତା_ପାଇଁ_ତୁଚ୍ଛ_ସୀମାର_ବନ୍ଧନ
#ଭାରତୀୟ_ଡାକ୍ତର_ବଞ୍ଚାଇଲେ_ପାକିସ୍ତାନୀ_ଝିଅର_ଜୀବନ
ଏହି ପାକିସ୍ତାନୀ ଝିଅର ମୁଣ୍ଡ ସାରା ଜୀବନ ତେଢା ହୋଇ ରହିଥାନ୍ତା । ବେକ କେବେ ବି ସିଧା ହୋଇ ନ ଥାଆନ୍ତା । ଶତ୍ରୁ ଦେଶର ଏହି ଦୁଃଖିନି ଝିଅଟି ପାଇଁ ଊଣା ଦେବଦୂତ ସାଜିଲା ଭାରତୀୟ ମାନବିକତା । ଭାରତୀୟ ଡାକ୍ତର ରାଜାଗୋପାଳନ୍ କୃଷ୍ଣନ୍ ବଦଳାଇ ଦେଲେ ପାକିସ୍ତାନୀ ଝିଅର ଭାଗ୍ୟ । ସର୍ଜରି କରି 90 ଡିଗ୍ରୀ ବଙ୍କା ହୋଇ ରହୁଥିବା ବେକକୁ ସିଧା କରିଦେଲେ ।
#Pakistan #indiandoctor #help #pakistangirl #Odisha #ArgusNews