ଶେଷରେ ମଙ୍ଗଳ ଗ୍ରହରେ ଜୀବନ ଅଛି ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି । ନାସାର ସାଇଣ୍ଟିଷ୍ଟ ମାନେ ଏଲିଅନଙ୍କୁ ନେଇ ବିଭିନ୍ନ ଗବେଷଣା ମଧ୍ୟ କରି ଆସୁଛନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏପରି ଏକ ଦୃଶ୍ୟ ଯାହାକୁ ନେଇ ସ୍ପେସ୍ ଦୁନିଆ ସମେତ ସାଧାରଣ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି
#Mars #Alliens #NASA #scientist #Spacescience #viralvedio #ArgusNews