#ମୁମ୍ବାଇରେ_ବର୍ଷା_ବିତ୍ପାତ
#ବର୍ଷା_ପାଣିରେ_ଉଟୁଟୁବୁ_ମାୟାନଗରୀ
ଅବିଶ୍ରାନ୍ତ ବର୍ଷାରେ ବେହାଲ ହୋଇପଡ଼ିଛି ଦେଶର ଆର୍ଥିକ ରାଜଧାନୀ। ରାସ୍ତା ଓ ରେଲୱେ ଟ୍ରାକରେ ପାଣି । ମୁମ୍ବାଇର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ। ଘରେ ପାଣି ପଶିଯିବାରୁ ଅସ୍ତବ୍ୟସ୍ତ ହୋଇଛି ସାଧାରଣ ଜୀବନଯାତ୍ରା ।
#ArgusNews #ArgusNewsTV #Mumbai #heavyrainfall