କୁକୁର ଲାଙ୍ଗୁଡ କେବେ ସିଧା ହେଲାଣି, ନା ହେବ। ଯିଏ ମୁଳରୁ ମିଛୁଆ, ଜାଲିଆ, ସେ କେବେ ବି ସିଧା ହେବନି। ଯାହାର ପ୍ରମାଣ ଆପଣଙ୍କ ସାମ୍ନାରେ। ଗୋଟିଏ କୁକୁର କିଭଳି ଖାଦ୍ୟ ପାଇଁ ମିଛରେ ଛୋଟେଇ ଛୋଟେଇ ଯାଉଛି। ପ୍ରଥମେ ତ ଏ ଭିଡିଓଟିକୁ ଦେଖିଲେ ଆପଣଙ୍କୁ ଦୁଃଖ ଲାଗିବ। କିନ୍ତୁ ପରେ ଆପଣଙ୍କୁ ହସ ଲାଗିବା ସହ ରାଗ ବି ଲାଗିବ।
#viralvideo #chitter #dog #ArgusNews