#ମିଶନ_ମୋଡ଼ରେ_ଭାରତୀୟଙ୍କୁ_ଉଦ୍ଧାର
#ୟୁକ୍ରେନ_ପଡୋଶୀ_ଦେଶରେ_ଭାରତୀୟ_ମନ୍ତ୍ରୀ
ୟୁକ୍ରେନ-ଋଷିଆ ଘମାଘୋଟ ଲଢେଇ ଭିତରେ ଭାରତ ପାଇଁ ଯଦି କିଛି ଗୁରୁତ୍ବପୂଣ୍ଣ ତା ହେଉଛି, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା । ଆଉ ଏହି ଉଦ୍ଧାର ପ୍ରକ୍ରିଯାକୁ ଚ୍ୟାଲେଂଜ ଭାବେ ଗ୍ରହଣ କରିଛନ୍ତି ମୋଦି ସରକାର । ଜୀବନ-ମୃତ୍ୟୁର ଦୋଛକିରେ ସଂଘର୍ଷ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚାଲିଛି ଜୋରଦାର ଉଦ୍ୟମ ।
#Ukrain #Russia #War #Odisha #ArgusNews