#ହିନ୍ଦୁ_ବାଳିକାଙ୍କୁ_ଖ୍ରୀଷ୍ଟିଆନିଟିର_ତାଲିମ
ଖ୍ରୀଷ୍ଟିଆନ ମିଶନାରୀ ଗାର୍ଲସ ହଷ୍ଟେଲରେ ଚାଲୁଥିବା ଧର୍ମାନ୍ତରୀକରଣର ଧନ୍ଦା । ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ କମିଶନର ଚେୟାରମ୍ୟାନ ପ୍ରିୟଙ୍କ କାନୁନଗୋ ନିଜେ କଲେ ଧରପକଡ । ପ୍ରିୟଙ୍କ ନିଜେ ଭିଡିଓ ଜାରୀ କରି କଲେ ଏହାର ଖୁଲାସା ।
#RightsoftheChild #Christianity #conversion #Christianscriptures #ChristianMissionaryGirlsHostel #ArgusNews