#ମୁଁ_ତୁମ_ମାନଙ୍କୁ_ଭୁଲିପାରୁନି
#ତୁମ_ବିନା_ମୋତେ_କିଛି_ଭଲ_ଲାଗୁନି
କଣ କରିବି କିଛି ଜାଣିପାରୁନି। ହେଲେ ମୁଁ ନିରୁପାୟ। ସମୟ ମୋତେ ବାଧ୍ୟ କଲା ତୁମମାନଙ୍କୁ ଛାଡିଆସିବା ପାଇଁ। ସରି ହେଲେ ଭାରତ ସରକାରଙ୍କୁ ମୋର ଅନୁରୋଧ । ମୋର ଦୁଇ ବାଘକୁ ରକ୍ଷା କରନ୍ତୁ। ୟୁକ୍ରେନରେ ଫସିଥିବା ଜଣେ ଭାରତୀୟ ନାଗରିକଙ୍କ ଏ ହେଉଛି କୋହଭରା କଥା।
#ukraine #russia #war #indiana #ArgusNews