#କୁଛ_ଲୋଗ_ପୈସୋସେ_ଗରିବ_ହୋତେ_ହୈ
#ପର_ଦିଲ୍_ସେ_ଅମିର_ହୋତେ_ହୈ
ମୋଚିଟିଏ ମୁଁ । ଅଧିକା ବା ଆଉ କଣ ଦେଇପାରିବି ତୁମକୁ। ତଥାପି ମୋ ପାଖରେ ଯାହା ଅଛି ନିଅ ତାକୁ ଖାଅ। ଏହି ଭିଡିଓଟିକୁ ଦେଖିଲେ ମନକୁ ଏକ ଉକ୍ତି ଆସୁଛି, କୁଛ ଲୋଗ ପୈସୋସେ ଗରିବ ହୋତେ ହୈ… ପର ଦିଲ୍ ସେ ଅମିର ହୋତେ ହୈ ।
#viralvideo #bird #love #ArgusNews