#ମୁଁ_ଯଦି_ପୁଅ_ହୋଇଥାନ୍ତି
ଚୀନର ୧୯ ବର୍ଷୀୟା ଝେଙ୍ଗ କିଂୱେନ ପ୍ରଥମ ଥର ପାଇଁ ରୋଲାଣ୍ଡ ଗ୍ୟାରୋସରେ ଫ୍ରେଞ୍ଚ ଓପନ ଖେଳୁଥିଲେ । କିନ୍ତୁ ଦେଖାଇ ଚାଲିଥିଲେ କମାଲ। ଦ୍ବିତୀୟ ରାଉଣ୍ଡରେ ପୂର୍ବତନ ବିଶ୍ୱ ନମ୍ବର ୱାନ ତଥା ୨୦୧୮ ଚାମ୍ପିୟନ ସିମୋନା ହାଲେପଙ୍କୁ ସେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ତାଙ୍କ ପ୍ରତିଦ୍ଵନ୍ଦୀ ଥିଲେ ଟପ ସିଡ୍ ଇଗା ସ୍ୱିତେକ । ଝେଙ୍ଗ ଋତୁସ୍ରାବ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇ ନଥିଲେ ୱାର୍ଲ୍ଡ ନମ୍ବର ୱାନ ଇଗାଙ୍କୁ ପରାସ୍ତ କରି ପାରି ଥାଆନ୍ତେ ।
#china #ZhengKingwen #played #FrenchOpen #Odisha #ArgusNews