#ମୁଖ୍ୟମନ୍ତ୍ରୀ_ଭାବେ_ୟୁପୀବାସୀଙ୍କ_ପ୍ରଥମ_ପସନ୍ଦ_ଯୋଗୀ
ୟୁପି ମୁଡ୍ ୨୦୨୨, ଫରକ୍ ସାଫ୍ ହୈ । ଜୀ ନ୍ୟୁଜ ଓ ରିପବ୍ଲିକର ଓପିନିୟନ ପୋଲର ଆକଳନ ଅନୁସାରେ ୪୦୩ ରୁ ୨୬୦ ପାର କରିପାରେ ବିଜେପି । ଏଥର ଜାତି ଭୋଟ ନୁହେଁ ମୋଦି-ଯୋଗୀଙ୍କ ବିକାଶର ମୁଦ୍ଦା ହେବ ବିଜୟର ଚାବିକାଠି । ମୁଖ୍ୟମନ୍ତ୍ରୀ ଭାବେ ୟୁପୀବାସୀଙ୍କ ପ୍ରଥମ ପସନ୍ଦ ଯୋଗୀ ଆଦିତ୍ୟନାଥ ।
#ZeeNews #YogiAdityanath #ChiefMinister #PMOIndia #BJP #Republican #aqrgusnews #UPMood2022