#ମୁଣ୍ଡରେ_ପଙ୍ଖା_ପିନ୍ଧି_ବୁଲୁଛନ୍ତି_ବାବା
#ମଉସାଙ୍କ_ମୁଣ୍ଡରେ_ବୁଲୁଛି_ପଙ୍ଖା
ଗରମରୁ ରକ୍ଷା ପାଇବା ପାଇଁ ଇଏ ଗେରୁଆ ବସ୍ତ୍ରଧାରୀ ମଉସାଙ୍କ ନିଆରା ପ୍ରୟାସ ଦେଖନ୍ତୁ । ଆପଣ ବି ଏହା ଦେଖି ଟିକେ ଭାବିବେ ନିଶ୍ଚିତ। ଏମିତି କେମିତି ମୁଣ୍ଡରେ ପଙ୍ଖା ବାନ୍ଧି ବୁଲୁଛନ୍ତି । ପଙ୍ଖା ଟି ଠିକ୍ ତାଙ୍କ ପଥା ପାଖକୁ ରହିଛି । ଯେମିତି ପବନ ଟି ଠିକ୍ ତାଙ୍କ ମଥାକୁ ବାଜିବ ।
#viralvideo #baba #head #solarfan #innovativeideas #national #nationalnews #argusnews