ମେରା ରାସନ କାର୍ଡ଼ ଆପ। ଏହି ଆପକୁ କେନ୍ଦ୍ର ସରକାର ୧୨ ମାର୍ଚ୍ଚ ୨୦୨୧ରେ ଲଞ୍ଚ କରିଥିଲେ । ଏନଏଫଏସଏ ହିତାଧିକାରୀଙ୍କ ସୁବିଧା ଏବଂ ବିଶେଷ କରି ପ୍ରବାସୀ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଏନଓଆରସି ମାଧ୍ୟମରେ ଏହି ଆପ ଲଞ୍ଚ କରାଯାଇଥିଲା। ହେଲେ ଅନେକ ହିତାଧି ଏନେଇ ଅବଗତ ମଧ୍ୟ ନଥାଇ ପାରନ୍ତି । ସେଥିପାଇଁ ଆମ ମାଧ୍ୟମରେ ଏକ ଛୋଟ ପ୍ରୟାସ।
#OneNationOneRationCard #MeraRationApp #NFSA #migrants #aware #ArgusNews