#ମୋଦିଙ୍କ_ମନକୁ_ପାଇଲା_ମୃଗ_ଗଣଦୌଡର_ଦୃଶ୍ୟ…
ପାଖାପାଖି ୩ହଜାରରୁ ଅଧିକ କୃଷ୍ଣସାର ମୃଗ । ଧାଡି ବାନ୍ଧି ଉତଫୁଲିତ ହୋଇ ରାସ୍ତା ପାର୍ ହେଉଥିଲେ । ଟିକେଟ କାଟି ନନ୍ଦନକାନନରେ ଏହି ବନ୍ୟଜନ୍ତୁକୁ ଆପଣ ଦେଖିଥିବେ କିନ୍ତୁ ବିନା କୌଣସି ପ୍ରତିବନ୍ଧକରେ ସେମାନଙ୍କୁ ଏମିତି ଖୋଲାଖୋଲି ରାସ୍ତା ଉପରେ ଦେଖିବା ନିଆରା ନିଶ୍ଚୟ
#ArgusNews #ArgusNewsTV Narendra Modi #blackbucks #Nationalpark #bhavnagar