#ମୟୁରଭଞ୍ଜଙ୍କୁ_ମୋଦିଙ୍କ_ସମ୍ନାନ
ରାଜ୍ୟର ସବୁଠାରୁ ବଡ଼ ଆଦିବାସୀ ଜିଲ୍ଲା ମୟୁରଭଞ୍ଜ । ଆଦିବାସୀ ସାଂସଦ ବିଶେସ୍ବର ଟୁଡୁଙ୍କୁ ତାଙ୍କ ଟିମରେ ସାମିଲ କଲେ ମୋଦି। ମୟୁରଭଞ୍ଜ ଜିଲ୍ଲାର ଦ୍ରୋପଦୀ ମୁର୍ମୁଙ୍କର ଝାଡଖଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସରିବାର ମାତ୍ର କେଇ ଘଣ୍ଟା ପରେ ସାଂସଦ ବିଶ୍ବେଶ୍ବର ଟୁଡୁଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କଲେ ପ୍ରଧାନମନ୍ତ୍ରୀ
#ArgusNews #odisha #ArgusNewsTV #Mayurbhanja #bisweswartudu Narendra Modi #CabinetMinister