ପ୍ରସିଦ୍ଧ ବିଜନେସମ୍ୟାନ ତଥା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ତାଙ୍କ ଜାଆଁଳା ସନ୍ତାନ ସହ ଭାରତ ଫେରିଛନ୍ତି। ଇଶା ଏବଂ ଆନନ୍ଦ ପିରାମଲଙ୍କ ଯାଆଁଳା ପିଲାଙ୍କ ନାମ ହେଉଛି କୃଷ୍ଣ ଆନନ୍ଦ ପିରାମଲ ଏବଂ ଝିଅର ନାଁ ଆଦିଆ ଆନନ୍ଦ ପିରାମଲା ।
#Ambani #family #newmembers #ArgusNews