ଯୁଦ୍ଧର ବିଭୀଷିକା ପ୍ରେମର କଣ୍ଠରୋଧ କରି ପାରେନି । ଗୁଳିଗୁଳା, ବୋମା, ମିସାଇଲ ରୋକି ପାରନ୍ତିନି ପ୍ରେମର ଜୁଆରକୁ । ଯୁଦ୍ଧର କଳା ବାଦଲ ଭିତରେ ପ୍ରେମ ଦିଏ ଆଶାର କିରଣ, ମନେ ପକାଇ ଦିଏ ଜୀବନର ମହତ୍ତ୍ଵ । ରୁଷ ଆକ୍ରମଣରେ ଥରହର ୟୁକ୍ରେନ । କିନ୍ତୁ ଏହାର ରାଜରାସ୍ତାରେ ଯୁଦ୍ଧର କାଳିମାକୁ ଆଡେଇ ଦେବା ପାଇଁ ଉଭା ହୋଇଛି ଜୀବନ୍ତ ପ୍ରେମର ଜ୍ଵଳନ୍ତ ଉଦାହରଣ ।
#russia #ukraine #war #love #odisha #ArgusNews