#ଯୋଗୀଙ୍କୁ_ମାଗୁଛି_ଅଷ୍ଟ୍ରେଲିଆ !
କୋଭିଡ୍ ମହାମାରୀର ସଠିକ୍ ପରିଚାଳନା ନେଇ ୟୂପି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସଫଳତାର ଖବର ଏବେ ପହଁଚିଛି ବିଦେଶରେ । ଅଷ୍ଟ୍ରେଲିଆର ସାଂସଦଙ୍କ ପ୍ରଥମ ପସନ୍ଦ ପାଲଟିଛି ଯୋଗୀଙ୍କ ମହାମାରୀ ମୁକାବିଲାର ମଡ଼େଲ୍
#ArgusNews #Odisha #ArgusNewsTV #Austrelia #YogiAdityanath