#ପୁଣି_ବେଆଇନ_ନିର୍ମାଣ_ଉପରେ_ଚାଲିଲା_ବୁଲଡୋଜର
#ଆଗ୍ରାର_ସେଂଟ_ଆନ୍ଥୋନୀ_ମିଶନାରୀ_ସ୍କୁଲର_ବେଆଇନ_ନିର୍ମାଣ_ଭାଙ୍ଗିଲା
ଉତ୍ତର ପ୍ରଦେଶରେ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଳାଇ ଧ୍ବସ୍ତ କରୁଥିବା କାରଣରୁ ବୁଲଡୋଜର ବାବା ନାମରେ ଖ୍ୟାତ ଯୋଗୀ ଆଦିତ୍ୟନାଥଙ୍କ ପୁଣି ଥରେ ପ୍ରତ୍ୟାବର୍ତନ ହୋଇଛି । ଲୋକ ମାନେ ତାଙ୍କୁ ବିପୁଳ ଆସନ ଦେଇ ବିଜୟୀ କରିବା ପରେ ତାଙ୍କର ବୁଲଡୋଜର ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି ।
#BulldozerBaba MYogiAdityanath #IllegalConstruction #UttarPradesh #cmouttarpradesh #CmUttarPradesh #ArgusNews #Odisha