ପୁଲିସ ଉପରେ ଖାଲି ସୁରକ୍ଷା ଦାୟିତ୍ବ ନୁହେଁ, ଏଣକି ଜୀବନ ବଞ୍ଚାଇବାର ଦାୟିତ୍ବ ଦେଇଛି କମିଶନରେଟ୍ ପୁଲିସ। ଡାକ୍ତରଖାନାକୁ ଆସୁଥିବା ଗୁରୁତର ରୋଗୀ, ଅସୁସ୍ଥ ବ୍ୟକ୍ତିଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ରକ୍ତଦାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଣିକି ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ ଦେଇ ସହାୟତା କରିବ ପୋଲିସ।
#commissioneratepolice #lifesafe #blooddonation #ArgusNews