#ଓଡ଼ିଆ_ଝିଅ_ଏବେ_ରାଇସିନା_ରାଣୀ
ଦିନେ ଓ୍ଵାର୍ଡ କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଧରିବେ ଦେଶର ଶାସନ ଡୋର । ଆଉ ସାଜିବେ ରାଷ୍ଟ୍ରର ମୁରବି । ରାଷ୍ଟ୍ରପତି ନିର୍ବାଚନରେ ମହାବିଜୟ ହାସଲ ପରେ ଏବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ପୂରା ରାଜ୍ୟରେ ଉତ୍ସାହ ଖେଳିଯାଇଛି ।
#DroupadiMurmu #newpresident #india #Odisha #ArgusNews