ରାଉରକେଲାର ଯୁବକ ସୁମନ ରୁଦ୍ର ନାଚିଲେ ନାଚୁଛି ୟୁରୋପ । ପ୍ରଥମ ଭାରତୀୟ ଭାବେ ସୁମନ ଓ ତାଙ୍କ ଦଳ ଗ୍ରୀସ ଟେଲେଣ୍ଟରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତ ଚର୍ଚ୍ଚ । ପ୍ରଥମ ଭାରତୀୟ ଭାବେ ଗ୍ରୀସ ନ୍ୟାସନ୍ୟାଲ ସ୍କୁଲ ଅଫ ଡ୍ୟାନ୍ସରୁ ଡିପ୍ଲୋମା କରିଥିବା ସୁମନ ଗ୍ରୀସ ସମେତ ଅନେକ ୟୁରୋପୀୟ ଦେଶ ଗୁଡିକରେ ନୃତ୍ୟ ଶିକ୍ଷା ଦେଇ ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଗୌରବ ।
#dance #Europe #Suman #perform #performGreekTalentshow #GreekTalentshow #danceteacher #Indian #Rourkela #Odisha #argusNews