କମ ହେଉନି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବାକ୍ ଆକ୍ରମଣ । ଏବେ ପ୍ରଧାନମନ୍ତ୍ରୀଙ୍କ ମା ଙ୍କ ଉପରେ ମଧ୍ୟ ଆପତ୍ତିଜନକ ଟିପ୍ପଣୀ । ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ ଦେଲେ ବିବାଦୀୟ ବକ୍ତବ୍ୟ । ସୋସିଆଲ ମିଡିଆରେ ବକ୍ତବ୍ୟକୁ ପ୍ରବଳ ସମାଲୋଚନା ।
#AbuAzmi #offensiveremarks #SamajwadiParty #socialmedia #USAlliance #controversial #Criticism #ArgusNews