ରାଜସ୍ଥାନର ବୁନ୍ଦି ମହୋତ୍ସବ । ରାଜସ୍ଥାନର ହାଡୌତିରେ ପାଳନ କରାଯାଏ ଏହି ଉତ୍ସବ । ହାଡୌତି ଜିଲ୍ଲାରେ ଏକ ସୁନ୍ଦର ସ୍ଥାନ ରହିଛି ,ଯାହାର ନାଁ ହେଉଛି ବୁନ୍ଦି । ଏହି ସ୍ଥାନରେ ବୁନ୍ଦି ଉତ୍ସବ ପାଳନ କରାଯାଏ । ଏହି ପର୍ବ ନଭେମ୍ବର ମାସ ଅର୍ଥାତ କାର୍ତ୍ତିକ ମାସ ବେଳକୁ ହୋଇଥାଏ । ପାରମ୍ପାରିକ କଳା,ସଂସ୍କୃତି ଓ ହସ୍ତଶିଳ୍ପରେ ଭରପୁର ଏହି ବୁନ୍ଦି ମହୋତ୍ସବ । ଯାହା ଦର୍ଶକଙ୍କୁ ତାର କଳା ମାଧ୍ୟମରେ ଆଶ୍ଚର୍ଯ୍ୟ କରାଇଥାଏ ।
#rajasthan #bundimahotsav #festival #ArgusNews