ରାଜସ୍ଥାନର ବାଡମେର-ଯୋଧପୁର ରାଜପଥ ନିକଟରେ ବସ-ଟ୍ରକ ଦୁର୍ଘଟଣାରେ ୮ ମୃତ, ୩ଗୁରୁତର । ସକାଳ 10ଟା ସମୟରେ ବସଟି ୨୫ ଜଣ ଯାତ୍ରୀକୁ ନେଇ ବାଲୋତ୍ରାରୁ ବାଡମେର-ଯୋଧପୁରକୁ ଯାତ୍ରା କରୁଥିଲା । ଏହି ସମୟରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
#Rajasthan #Badmer #Jodhpur #highway #bus #truck #PrimeMinister #ReliefFund #Help #Odisha #ArgusNews