ଭାରତରେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପ୍ରୟାସ କରାଯାଉଛି । ସରକାର ମଧ୍ୟ ହୁ ହୁ ହୋଇ ବଢୁଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ । କିନ୍ତୁ ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଜନସଂଖ୍ୟା ବଢାଇବାକୁ ପ୍ରୋତ୍ସାହନ ଦିଆଯାଉଛି । ଏଭଳି ରାଜ୍ୟ ହେଉଛି ସିକିମ୍ । ସିକିମ୍ରେ ଜନସଂଖ୍ୟା ହ୍ରାସ ଘଟୁଥିବାରୁ ସେଠାକାର ମୁଖ୍ୟମନ୍ତ୍ରୀ ଚିନ୍ତାରେ ପଡିଛନ୍ତି ।
#sikkim #government #population #issue #ArgusNews