ଛତିଶଗଡର ବଳରାମପୁର ଜିଲ୍ଲାରେ ଖ୍ରୀଷ୍ଟିଆନ ମିଶନାରୀ ମାନଙ୍କର ସକ୍ରିୟତା ବଢିଛି । ଏହି ଜିଲ୍ଲାରେ ଗୋଟିଏ ଗାଁରେ ରାତ୍ରୀର ଅନ୍ଧକାରରେ ପାଦ୍ରୀ ଓ ତାର ସହଯୋଗୀଙ୍କ ଦ୍ୱାରା ହିନ୍ଦୁ ମାନଙ୍କୁ ଧର୍ମାନ୍ତରିତ କରିବାକୁ ପ୍ରୟାସକୁ ଗାଁ ଲୋକ ମାନେ ବିଫଳ କରି ଦେଇଥିବା ଜଣା ପଡିଛି ।
#chhattisgarh #ChangaiMeeting #Religiousconversion #ArgusNews