ବସିମ ରିଜଭିଙ୍କ ଗଳା କାଟିବା ପାଇଁ ପୁରସ୍କାର ଘୋଷଣା କଲେ କଂଗ୍ରେସ ନେତା । କହିଲେ ବସିମ ରିଜଭିଙ୍କୁ ଯେଉଁ ଠାରେ ବି ଦେଖ, ଗଳା କାଟି ଆଣ । 50 ଲକ୍ଷ ଟଙ୍କା ପୁରସ୍କାର ଦେବି, କୋର୍ଟରେ କେସ ଖର୍ଚ ବି ଦେବି।ରାହୁଲ ଗାନ୍ଧୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ ।
#WasimRizvi #Congress #MohammadFirozKhan #videoviral #reward #ArgusNews