#ରୁଷ_ଯୁକ୍ରେନ_ଯୁଦ୍ଧରେ_ଆମେରିକାର_ଏଣ୍ଟ୍ରି
#ଯୁଦ୍ଧ_ଆହୁରି_ଭୟଙ୍କର_ହେବାର_ସମ୍ଭାବନା
ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ ସେନା କିଭକୁ ଅକ୍ତିଆର କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହାମଧ୍ୟରେ ଆମେରିକା ଏକ ବଡ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଋଷକୁ ଅଟକାଇବାକୁ ଆମେରିକା ୧୨ ହଜାର ସୈନ୍ୟ ପଠାଇଥିବା ଜଣାପଡିଛି
#Russia #Ukraine #War #America #Odisha #ArgusNews