ଚାଲିଥିଲା ସୁନ୍ଦରୀ ପ୍ରତିଯୋଗିତା । ବିଉଟି କନଟେଷ୍ଟ ରାମ୍ପରେ ଚାଲୁଥିଲେ ରୂପର ପସରା ମେଲିଥିବା ସୁନ୍ଦରୀ । ଏଭଳି ମାହୋଲରେ ପୋଲିସ ମାମୁଁ ମାଇଁଙ୍କୁ ବି ଘାରିଲା ରାମ୍ପରେ ଚାଲିବା ନିଶା । ଆଉ ବିଉଟି କନଟେଷ୍ଟ ରାମ୍ପରେ ମାର୍ଚ୍ଚ କରିବା ଆରମ୍ଭ କରିଦେଲେ କିଛି ପୋଲିସ ଅଫିସର । ଭୁଲି ଗଲେ ସେମାନେ ୟୁନିଫର୍ମ ପିନ୍ଧିଛନ୍ତି ଓ ଡ୍ୟୁଟିରେ ଅଛନ୍ତି ।
#TamilNadu #Police #Walking #Ramp #beautypageant #odisha #ArgusNews