#ରେଳରେ_ବସିବେ_ବଣ୍ଡା_ଆଦିବାସୀ
ଏବେ ବଣ୍ଡା ଜନଜାତି ମଧ୍ୟ ରେଳ ଚଢିବେ । କେନ୍ଦ୍ର ରେଳ ମନ୍ତ୍ରୀ ଙ୍କ ଅବିଭକ୍ତ କୋରାପୁଟ ଗସ୍ତ ପରେ ଆକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ । ମାଲକାଗିରି ଜିଲ୍ଲାର ଖଇରପୁଟରେ ଚାଲିଛି ରେଳ ଲାଇନ୍ ପାଇଁ ସର୍ଭେ ।
#Malkangiri #railway #project #aswinivaishnaw #MinisterofRailways #CentralMinister #Odisha #ArgusNews