ଲଣ୍ଡନ ଯାତ୍ରା ପାଇଁ ରାହୁଲ ଗାନ୍ଧୀ ନେଇ ନ ଥିଲେ ବିଦେଶ ମନ୍ତ୍ରଣାଳୟରୁ ଅନୁମତି । ବିଦେଶ ଯାତ୍ରାରେ ଯିବାକୁ ହେଲେ ସାଂସଦ ମାନଙ୍କୁ ନେବାକୁ ପଡି ଥାଏ ଅନୁମତି । ଲଣ୍ଡନ ଯାଇ ରାହୁଲ କହିଥିଲେ ଯେ ଭାରତ ଏକ ରାଷ୍ଟ୍ର ନୁହେଁ ।
#TraveltoLondon #Travel #London #RahulGandhi #Travelingabroad #MP #India #National #Argusnews