#ଲଣ୍ଡନରେ_ଚତୁର୍ଦ୍ଧାମୂର୍ତ୍ତିଙ୍କ_ପ୍ରାଣ_ପ୍ରତିଷ୍ଠା
ପୁରୀ ଶ୍ରୀ ଜଗନ୍ନାଥ ମଣ୍ଡଳର ବିଶିଷ୍ଟ ପୁରୋହିତମାନଙ୍କ ମାର୍ଗଦର୍ଶନରେ ହେଲା ବିଗ୍ରହ ସ୍ଥାପନ । ଶ୍ରୀମନ୍ଦିର ଦଇତାପତିଙ୍କ ପରାମର୍ଶକ୍ରମେ ରିତିନୀତି ଅନୁଯାଇ ଗଢ଼ା ହୋଇଥିଲା ଠାକୁରଙ୍କ ମୂର୍ତ୍ତି । ପରେ ଏହି ମୂର୍ତ୍ତିକୁ ବ୍ରିଟେନର ମନ୍ଦିରକୁ ନିଆଯାଇଥିଲା । ଏକ ସପ୍ତାହ ଉତ୍ସବ ପାଳନ ପରେ ମଙ୍ଗଳବାର ବିଗ୍ରହଙ୍କୁ ମନ୍ଦିରରେ ସ୍ଥାପନା କରାଯାଇଛି ।
#Idol #SriJagannath #Guidance #EminentPurohita #Rituals #Celebration #London #ArgusNews