ପାକିସ୍ତାନର ସୂଚନା ମନ୍ତୀ ତଥା ନୱାଜ ଶରିଫଙ୍କ ଝିଅ ମାରିଅମ ନୱାଜଙ୍କୁ ଲଣ୍ଡନରେ ପାକିସ୍ତାନୀ ମାନେ ମାନେ ଘେରି ତାଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ଏ ସମ୍ପର୍କିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ମନ୍ତ୍ରୀ ମାରିଅମ ଲଣ୍ଡନରେ ଏକ କଫି ଦୋକାନକୁ ଯାଇଥିବା ବେଳେ କିଛି ପାକିସ୍ତାନୀ ତାଙ୍କୁ ଘେରି ନେଇଥିଲେ । ସେମାନେ ତାଙ୍କ ବିରୁଦ୍ଧରେ ନାରାବାଜୀ କରିଥିଲେ ।
#maryamnawazsharif #pakistan #minister #london #pakistannews #pakistanpolitics #international #internationalnews #argusnews