ଆଗାମୀ ସେପ୍ଚେମ୍ବର ମାସ 28 ତାରିଖ ଦିବଙ୍ଗତ ଗାୟିକା ଲତା ମଙ୍ଗେସକରଙ୍କର ଜନ୍ମ ଦିନ । ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାକୁ ସଂଗୀତରେ ସଜା ଯାଉଛି । ଅଯୋଧ୍ୟାର ମୁଖ୍ୟ ପ୍ରବେଶ ଦ୍ୱାରର ନୂଆ ଘାଟ ଛକ ଏକେ ଲତା ମଙ୍ଗେସକର ଛକ ନାମରେ ପରିଚିତ ହେବ ।
#LataMangeshkar #indiansinger #ajodhya #ArgusNews