#ଶତାୟୁ_ଗଛକୁ_ମିଳିବ_ପେନସନ୍
ଆଗକୁ ଚାକିରିଆଙ୍କୁ ୬୦ ବର୍ଷ ହେଲେ ଅବସରକାଳୀନ ଭତ୍ତା ବା ପେନସନ୍ ମିଳୁଥିଲା । ହେଲେ ସମ୍ପ୍ରତି ଏହି ପେନସନ୍ ସୁବିଧାକୁ ଅଲେକାଂଶରେ ହଟେଇ ଦିଆଯାଇଛି । କିନ୍ତୁ ଏବେ ଚିନ୍ତା କରାଯାଉଛି, ଶତାୟୁ ଗଛଗୁଡିକ ପେନସନ୍ ସ୍କିମରେ ସାମିଲ ହେବେ । ମାନେ ମଣିଷମାନଙ୍କ ଭଳି ଗଛଗୁଡିକ ବି ପେନସନ୍ ପାଇବେ । ୧୦କି ୨୦ ଟଙ୍କା ନୁହେଁ । ମାସକୁ ଏକାବେଳେ ୪ଶହ ଟଙ୍କା ।
#tree #sattutree #pensionscheme #Odisha #ArgusNews