ବଡ ବଡିଆ ଲୋକେ କହିଛନ୍ତି ଘରେ ବାସନ ସବୁ ଏକାଠି ରହିଲେ ଶବ୍ଦ ହେବା ସ୍ବାଭାବିକ କଥା । କଥାଟି ସବୁବେଳେ ଶାଶୁ ବୋହୁ ନ ହେଲେ ନଣନ୍ଦ ଭାଉଜ କଳିକୁ ଉପଲକ୍ଷେ କରି କୁହାଯାଏ । କିନ୍ତୁ ଏଠି ଶାଶୁ ବୋହୁ ଗୋଟିଏ ଛାତତଳେ ରହୁ ନ ଥିଲେ ବି ଏଠି ଶବ୍ଦ ଅଧିକ ହୋଉଛି ।
#berhampur #kdeepika #protest #odisha #ArgusNews