#ଶାସ୍ତ୍ରୀୟ_ସଙ୍ଗୀତରୁ_ପଦ୍ମଶ୍ରୀ
ସେ ସଙ୍ଗୀତ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ । ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତ ହିଁ ଥିଲା ତାଙ୍କର ଜୀବନ । ଯେଉଁଥିପାଇଁ ସେ ଏବେ ଭାରତର ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କଟକର ଡକ୍ଟର ଶ୍ୟାମାମଣି ଦେବୀ । ତେବେ କେମିତି ଥିଲା ତାଙ୍କର ଶାସ୍ତ୍ରୀୟ ସଙ୍ଗୀତରୁ ପଦ୍ମଶ୍ରୀ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା ।
#Cuttack #PadmaShri #PadmaAwards #PadmaAwards2022 #ShyamamaniDevi #art #singer #Odisha #ArgusNews