ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ଜବାନକୁ ନେଇ ଫିଲ୍ମ ସମୀକ୍ଷକ କମାଲ ଆର ଖାନ ଟାର୍ଗେଟ କରିଛନ୍ତି । ସେ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଶାହରୁଖଙ୍କ ଫିଲ୍ମ ଜବାନ ଅରିଜିନାଲ ଫିଲ୍ମ ନୁହେଁ ବରଂ ଏହା ଏକ କପି କରାଯାଇଥିବା ଫିଲ୍ମ ।
#ShahRukhKhan #bollywood #UpcomingMovie #Jawan #ArgusNews