#ଶାହରୁଖ_ଖାନ୍ଙ୍କ_ପୁଅ_ଆର୍ୟନ୍_ଖାନ୍_ଗିରଫ
ଜାହାଜରେ ଚାଲିଥିବା ରେଭ୍ ପାର୍ଟିରେ ଥିଲାବେଳେ ଧରାପଡ଼ିଲେ ଆର୍ୟାନ । ଜେରା କରିବା ପରେ ଗିରଫ କରିଛି ଏନ୍ସିବି । ଆର୍ୟାନଙ୍କ ସହ ମୋଟ ୮ ଜଣ ଏନ୍ସିବି ଦ୍ବାରା ଗିରଫ ।
#Drugs #AryanKhan #drugdealing #Arrest #interrogation #NCB #Odisha #ArgusNews