ଏହି ମହିଳା ପ୍ରଫେସର ଶୃତି ପାଣ୍ଡେ । ଦିଲ୍ଲୀ ନିକଟରେ ସୋନିପତରେ ଥିବା ଜିନ୍ଦଲ ଗ୍ଲୋବାଲ ବିଶ୍ବବିଦ୍ୟାଳୟରେ ମହୋଦୟା ପ୍ରଫେସର ଅଛନ୍ତି । ସେ କହିଛନ୍ତି ଯେ ବିଧବା ବିବାହ ହିନ୍ଦୁ ଧର୍ମରେ ଅନୁମତି ରହିଛି । ହେଲେ ଇସଲାମରେ ବିଧବା ବିବାହ ଅଧିକ ସ୍ବୀକାର୍ଯ୍ୟ । ସେ ଏଠାରେ ମଧ୍ୟ ହିନ୍ଦୁକୁ ଖରାପ ଦର୍ଶାଇ ଇସଲାମର ପ୍ରଶଂସା କରିବାକୁ ଚେଷ୍ଟା କରୁଛନ୍ତି ।
#Professor #ShrutiPandey #JindalGlobalUniversity #Delhi #Hinduism #Islam #culture #National #ArgusNews