କୃଷକଙ୍କ ସମସ୍ୟାରୁ କଲ୍ୟାଣ ସିଂହଙ୍କ ସ୍ମୃତି ଚାରଣ ପ୍ରତିଟି ପ୍ରସଙ୍ଗ ସ୍ଥାନ ପାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ । ଉତ୍ତରପ୍ରଦେଶ ଆଲିଗଡ଼ରେ ରାଜା ମହେନ୍ଦ୍ର ପ୍ରତାପ ସିଂହଙ୍କ ନାଁରେ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଏକ ସଭାକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ।
#UttarPradesh PMO India #MahendraPratapSingh #university #speech #Odisha #ArgusNews