#ପ୍ରଥମେ_ବହୁବିଧ_ରୋଗର_ଶିକାର_ପିଲାଙ୍କୁ_ଦିଆଯିବ_ଟିକା
ରାଜ୍ୟରେ କୋଟିଏ ଚାଳିଶ ଲକ୍ଷ କିଶୋରଙ୍କୁ ଦିଆଯିବ ଟୀକା । 2 ରୁ 18 ବର୍ଷ ବୟସର ଶିଶୁ ଓ କିଶୋରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଆସିବା ପରେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ।
#COVID19 #coronavirus #child #vaccine #childvaccination #Odisha #ArgusNews