ଶେଷ ହେଲା ଦୀର୍ଘ ବର୍ଷର ପ୍ରତୀକ୍ଷା । ବାସ୍ତବତାର ରୂପ ନେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତରୁ ପୂର୍ବଦୋୟର ପରିକଳ୍ପନା । ବହୁ ବାଦ ବିବାଦ ପରେ ଆରମ୍ଭ ହେବାକୁ ଯାଉଛି ଭାରତମାଳା ପରିଯୋଜନା ଅନ୍ତର୍ଗତ କୋଷ୍ଟାଲ ହାଇୱେ ପ୍ରକଳ୍ପ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗ୍ରୀନ ସିଗ୍ନାଲ ପରେ ଚଳିତ ବର୍ଷ ଶେଷ ସୁଦ୍ଧା ହାଇୱେ ପାଇଁ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ଟେଣ୍ଡର ପ୍ରକ୍ରିୟା I
#ArgusNews #Odisha #coastalhighway Dharmendra Pradhan Narendra Modi PMO India