#ଶ୍ରୀଲଙ୍କାରେ_ଆଳୁ_୨୨୦_ପିଆଜ_୨୦୦
ଚରମରେ ପହଞ୍ଚିଲାଣି ଶ୍ରୀଲଙ୍କାର ଅର୍ଥନୈତି ଓ ରାଜନୈତିକ ସଙ୍କଟ । କିଛିମାସ ଯେଉଁ ଅର୍ଥନୈତି ଓ ରାଜନୈତିକ ସଙ୍କଟ ଆରମ୍ଭ ହୋଇଥିଲା ତାହା ଏବେ ସାଙ୍ଘାତିକ ହେବାରେ ଲାଗିଛି । ଅଧିକାଂଶ ପନିପରିବା ମୂଲ୍ୟ ଦୁଇଗୁଣା ବୃଦ୍ଧି ପାଇଛି। ଶ୍ରୀଲଙ୍କା ମୁଦ୍ରାରେ କିଲୋଗ୍ରାମ ପିଛା ଆଳୁ ମୂଲ୍ୟ ୨୨୦ ଟଙ୍କା ଏବଂ ପିଆଜ ମୂଲ୍ୟ ୨୦୦ ଟଙ୍କାକୁ ପହଞ୍ଚିଛି ।
#SriLanka #foodprice #politicalissues #Odisha #ArgusNews