ସଂକ୍ରମିତଙ୍କ ପାଇଁ ଯଥେଷ୍ଟ ଗୋଟିଏ ଡୋଜ କୋଭିଡ ଟିକା
କରୋନା ଭାଇରସ୍ ଟିକାକୁ ନେଇ ଆସିଲା ଆଶ୍ୱସ୍ଥିକର ଖବର ।ହାଇଦ୍ରାବାଦର AIG ହସ୍ପିଟାଲର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ୍ -19 ଟିକାର ଗୋଟିଏ ଡୋଜ ହିଁ ଯଥେଷ୍ଟ
#ArgusNews #NationaNews #CoronaVirus #Corona #CoronaVaccine #SingleDoseEnoughforCoronaAffectedPerson #Vaccine